jagannatha images

Discover Best jagannatha Images of World

#food #travel #sports #news #may #thursday

#_ରଥ_ପଥ_ଜଗନ୍ନାଥ .. .. .. .. #jaga #jagannatha #jagannath

5/29/2024, 7:04:28 PM

ଆଜି ବାହାର ଚନ୍ଦନ ଯାତ୍ରାର ବିଂଶ ତମ ଦିବସରେ ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରା ଅନୁଷ୍ଠିତ ହେଉଅଛି । ଏହି ଦିନ ପ୍ରଭୁଙ୍କ ରାତ୍ର ଚାପ ନରେନ୍ଦ୍ରରେ ୨୧ ଘେରା ବୁଲିଥାଏ । . . . . . #Bhaunri #chandanjatra2024 #day20 #Shrikhetra #RathaYatra #2024 #shrijaganathchetana #chandan #yatra #2024 #akshyatritiya #summerfestival #jagannath #jagannatha #jagannathpuri #jagannathtemple #jagannathswami #rathyatra #rathyatra2024 #puri #jagannathtemple #jagannathswami #rathyatra #jaijagannath🙏 #shri_darubrahma #shrijagannathtemple [Akshay Tritiya, Chandan Jatra, 2024, Shri Jagannath, Shrikhetra, Summer Festival, Jay Jagannath, Puri, Odisha]

5/29/2024, 6:43:45 PM

Artificial Intelligence generated Odisha’s Ratha Jatra - Jagannath Chariot Wheel on Making in Puri, Odisha 🤩 Swipe left to see more 🔥 Today, on the holy Bhanori Tithi, the important step of making the chariot has been completed. After going to the Chariot under the orders of Srijiuman, in the presence of the Charioteers, two wheels were connected to the axle three times, and the principle of wheel design was completed. Odisha can best be defined through its racial and cultural amalgamation that lives through its heritage. #odisha #jaga #jagannath #jagannatha #jagannathpuri #jagannathtemple #jagannathtemple #jagannathswami #jaijagannath #lordjagannath #krishna #jaisrikrishna #iskon #jagannathdham #chardham #odia #odiasong #odiagirl #odiajhia #odiapua #odiatoka #chaloodisha #odiaculture #odisha #odishatourism #odishadiaries #puritemple #purijagannath

5/29/2024, 5:59:23 PM

Eagerly waiting for his grand grand grand Ratha Yatra, Bahuda Yatra, Subabesha, Adhara Pana and Niladri Bijay ♥️✨ ଜଗତର ନାଥ ଜଗନ୍ନାଥ । ଜୟ ଜଗନ୍ନାଥ ॥ #jagannathtemple #puri #jagannath #jagannathpuri #rathyatra #temple #jaijagannath #harekrishna #odisha #india #jagannathswami #puridham #krishna #lordjagannath #hindu #jagannatha #rathayatra #photography #jagannathdham #lord #festival #mahaprabhu #odishatourismofficial #viral #templescience #onlinepujashopping #nilachakra #shrikhetra #jagajaga #rathajatra

5/29/2024, 4:53:21 PM

He jaga re....... 🩷🩷 ॐ ଶ୍ରୀ ଜଗନ୍ନାଥାୟ ନମ ନମଃ... Follow on @__.rajput._.official.___2k.___ 🥺🙏🥺 🩷🩷 .. #jagannathswami #lordjagannath #jagannathtemple #jagannathdham #jagannathpuri #jayjagannath #jaijagannath #purijagannath #jagannath #jagannatha #jagannathrathyatra #puri #hee_madhaba #trendpic

5/29/2024, 4:13:04 PM

ଆଜି ଶ୍ରୀକ୍ଷେତ୍ର ଭଉଁରୀ ଅବସରେ ଚକ ଡେରା ନୀତି ପାଇଁ ମହାପ୍ରଭୁଙ୍କ ନିର୍ଦେଶ ସ୍ୱରୂପ ଆଜ୍ଞାମାଳ ବିଜେ ହୋଇଅଛି ଆଜ୍ଞା ଆସିଲା ମହାପ୍ରଭୁଙ୍କ ଠାରୁ, ପାଖେଇଲାଣି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା, ସଂଯୋଗ କର ମୋ ନନ୍ଦିଘୋଷ ଅଖ, ଚକ ll ତିନିବାଡ଼ ରୁ ପାଳିଆ ପୂଜାପଣ୍ଡା ସାମନ୍ତ ମହାପ୍ରଭୁଙ୍କ ଆଜ୍ଞାମାଳକୁ ନେଇ ରଥଖଳାରେ ବିଜେ ନୀତି ସମ୍ପୂର୍ଣ ହୋଇଅଛି ବାହାରକୁ ଆସିବେ ବୋଲି ମହାପ୍ରଭୁ ଭାରି ଉତ୍ସାହିତ❤️ PC @nigampatranp . . . . #Bhaunri #chandanjatra2024 #day20 #Shrikhetra #RathaYatra #2024 #shrijaganathchetana #chandan #yatra #2024 #akshyatritiya #summerfestival #jagannath #jagannatha #jagannathpuri #jagannathtemple #jagannathswami #rathyatra #rathyatra2024 #puri #jagannathtemple

5/29/2024, 12:48:57 PM

ଆଜି ପବିତ୍ର ଭଉଁରୀ ତିଥିରେ ରଥ ନିର୍ମାଣର ଗୁରୁତ୍ୱପୂର୍ଣ୍ଣ ସୋପାନ ସମ୍ପନ୍ନ ହୋଇଛି । ଶ୍ରୀଜୀଉମାନଙ୍କ ଆଜ୍ଞାମାଳ ରଥଖଳାକୁ ବିଜେ ହେବା ପରେ ସେଠାରେ ରଥ ନିର୍ମାଣ ସେବକମାନଙ୍କ ଉପସ୍ଥିତିରେ ତିନିରଥର ଅଖରେ ଦୁଇଟି ଲେଖାଏଁ ଚକ ସଂଯୋଗ କରି, ଚକା ଡେରା ନୀତି ସମ୍ପନ୍ନ ହୋଇଅଛି । . . . . . . #Bhaunri #chandanjatra2024 #day20 #Shrikhetra #RathaYatra #2024 #shrijaganathchetana #chandan #yatra #2024 #akshyatritiya #summerfestival #jagannath #jagannatha #jagannathpuri #jagannathtemple #jagannathswami #rathyatra #rathyatra2024 #puri #jagannathtemple

5/29/2024, 11:19:21 AM

ଆଜି ଶ୍ରୀକ୍ଷେତ୍ର ଭଉଁରୀ ଅବସରେ ଚକ ଡେରା ନୀତି ପାଇଁ ମହାପ୍ରଭୁଙ୍କ ନିର୍ଦେଶ ସ୍ୱରୂପ ଆଜ୍ଞାମାଳ ବିଜେ ହୋଇଅଛି ଆଜ୍ଞା ଆସିଲା ମହାପ୍ରଭୁଙ୍କ ଠାରୁ, ପାଖେଇଲାଣି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା, ସଂଯୋଗ କର ମୋ ନନ୍ଦିଘୋଷ ଅଖ, ଚକ ll ତିନିବାଡ଼ ରୁ ପାଳିଆ ପୂଜାପଣ୍ଡା ସାମନ୍ତ ମହାପ୍ରଭୁଙ୍କ ଆଜ୍ଞାମାଳକୁ ନେଇ ରଥଖଳାରେ ବିଜେ ନୀତି ସମ୍ପୂର୍ଣ ହୋଇଅଛି ବାହାରକୁ ଆସିବେ ବୋଲି ମହାପ୍ରଭୁ ଭାରି ଉତ୍ସାହିତ❤️ . . . . #Bhaunri #chandanjatra2024 #day20 #Shrikhetra #RathaYatra #2024 #shrijaganathchetana #chandan #yatra #2024 #akshyatritiya #summerfestival #jagannath #jagannatha #jagannathpuri #jagannathtemple #jagannathswami #rathyatra #rathyatra2024 #puri #jagannathtemple

5/29/2024, 9:24:51 AM

Lord Jagannath also known as Bhairava the Pashupati .....the saviour of animals....🌸 He can take the form of Narayana can take the form of Shiva he is Parambrahm....🪷 🪷🌿🪷🌸🪷🌿🪷🌸🪷🌿🪷🌸🪷🌿🪷🌸 🪷🌿🪷🌸🪷🌿🪷🌸🪷🌿🪷🌸🪷🌿🪷🌸 🌸🌱🌸🌱🌸🌱🌸🌱🌸🌱🌸🌱🌸🌱🌸🌱🌸🌱 ❤️ ❣️ ❤️ ❣️ ❤️ ❣️ ❤️ ❣️ ❤️ ❣️ ❤️ ❣️ ❤️ ❣️ ❤️ ❣️ ❤️ ❣️ #shivshankar #gopal #lordkrishna #krsna #krishna #jagannath #krishnalove #spiritualawakening #spiritual #radha #radhakrishna #radheradhe #govinda #lordvishnu #haribol #krishnaleela #artofliving #jaishrikrishna #harekrishnalifestyle #bhakti #vaishnava #love #bhagavadgita #jagannatha #jayjagannath #jagannathtemple #jagannathswami #jagannathpurity #yoga

5/29/2024, 9:11:03 AM

जगन्नाथः स्वामी नयन पथ गामी भवतु मे ॥ ---------------------------------------------------- ଜୟ ଜଗନ୍ନାଥ ମହାପ୍ରଭୁ। ଜୟ ବଳଭଦ୍ର ମହାପ୍ରଭୁ। ଜୟ ମାଁ ସୁଭଦ୍ରା। ଜୟ ସୁଦର୍ଶନ ମହାପ୍ରଭୁ। ଜୟ ମାଁ ମହା ଲକ୍ଷ୍ମୀ। ---------------------------------------------------- ପ୍ରତିଦିନ ଠାକୁରଙ୍କ ଦର୍ଶନ ପାଇବା ପାଇଁ, ଦୟାକରି ଆମ ଏଇ ପେଜ୍ କୁ ଫୋଲୋ କରନ୍ତୁ ଆଉ ନୋଟିଫିକେସନ ଅନ କରିଦୀୟନ୍ତୁ। ଆଉ ଏହି ପେଜ୍ କୁ ସେଆର କରନ୍ତୁ। 🙏🏻 प्रतिदिन महाप्रभु के ऐसे ही अलौकिक दर्शन पाने के लिए हमारे पेज को फॉलो करे और नोटिफिकेशन ऑन करे। और हमारे पेज को आगे शेयर करे ताकि और भी भक्त हमारे साथ जुड़ सके। 🙏🏻 Keep getting Darshans of Mahaprabhu everyday in two simple steps, simply follow our page and turn on post notifications. And share our page so that more devotees can get a chance to have glimpse of Mahaprabhu. 🙏🏻 ---------------------------------------------------- We are also available in : • WhatsApp [We have a group mail us to join] • Facebook Page [lordjagannathlovers.] • Telegram • Mail us : [email protected] • Mail us for further information. • Website will be live soon..... ---------------------------------------------------- Some # to reach more Devotees 🙇🏻‍♂️ #jagannath #jagannatha #jagannathpuri #jagannathtemple #jagannathswami #rathyatra #rathyatra2019 #rathyatraahmedabad #rathyatra2018 #rathyatra2020 #rathyatralive #puri #jagannathpuri #jagannathpuritemple #balabhadra #subhadramaharani #radheradhe #radhemaa #radhekrishn #krishna #harekrishna #nandighosh #sunabesha #sunabesha2019 #sunabesh #jaijagannath #jaijagannath🙏 #srijagannathtemple #patitapaban #patitapabanjagannath #lordjagannathlovers

5/29/2024, 7:53:19 AM

🕉️ Jay Jagannath Jay Baldev Jay Maa Subhadra 🙏 Hare Krishna Hare Rama🕉️ Email - [email protected] Call Us - 011-24626966 / 24647722 Website - www.shrijagannathmandirdelhi.in Follow Now For Instagram: www.instagram.com/shri_jagannath_mandir_delhi Facebook: www.facebook.com/ShriJagannathMandirDelhi Youtube: www.youtube.com/@ShriJagannathmandirdelhi Shri Jagannath Marg, Thyagraj Nagar, Near Thyagraj Stadium, (Opp. Gate No. 1), New Delhi-110003 #jagannathtemple #jagannathtampletyagrajnagar #jagannathtempledelhi #jagannatha #jagannathswami #jagannathdham #chardham #jagannathapuri #delhitemple #delhi #purijagannath #puri #tyagrajnagar #harekrishna #shrikrishna #shrijagannath #lordjagannathe #odisha #odishatourism #radhakrishna #krishna #radhadamodar #jayjagannath #iskontemple #bhubaneshwar #vrindavandham #kolkata #iskconmayapur #iskcon #tyagrajnagar #jagannathpuri

5/29/2024, 6:54:26 AM

5/29/2024, 6:28:10 AM

@mybhubaneswar @bhubaneswarbuzz (@odiaviralmemes @chalo_odisha @odia_meme_wala @odishashines@odishatourismofficial @doctor.odia @pure_odisha @amara odisha @odisha explorers @odisha mati @mo.odisha @lordjagannatha @jagannath mahaprabhu @fndingtemples #mybhubaneswar #bhubaneswarbuzz #jagannathtemple #jagannathpuri #jagannathswami #jagannathrathyatra #tjagannathpainting #jagannatha tjagannath! #jagannathreels #jaga #jagajaga #jagannathdham #ordlaxmi #lordjagannath #ordganpati #lordrama# #ordkrishna # #ordbalabhadra #jaijagannath A #jaihanuman #jaishriram #jaishreeram #lookzofbam

5/29/2024, 6:14:16 AM

ll ଶ୍ରୀକ୍ଷେତ୍ରେ ଭଉଁରୀ ll :- ଭଉଁରୀ ରେ ଚକା ଡେରା ନୀତି : ଆଜି ପବିତ୍ର ଭଉଁରୀ , ସକାଳ ଧୂପ ବଢ଼ିଲା ପରେ ୩ଜଣ ପୂଜାପଣ୍ଡା ଶ୍ରୀଅଙ୍ଗ ରୁ ଆଜ୍ଞା ମାଳ ନେଇ ରଥଖଳା କୁ ବିଜେ କରନ୍ତି । ସେଠାରେ ରଥ ମହାରଣାଙ୍କ ଦ୍ଵାରା ୨ଟି ଲେଖାଏଁ ଚକ ଅଖ ଦ୍ୱାରା ସଂଯୋଗ କରାଯାଇଥାଏ। ପୂଜାପଣ୍ଡା ୩ଟି ରଥ ଚକ ରେ ଆଜ୍ଞା ମାଳ ପ୍ରଦାନ କରିଥାନ୍ତି। ଏହି ୩ ଗୋଟି ମାଳ ରଥ ଚକ ରେ ଲାଗି ହେବା ପରେ ଏହାକୁ ଭୋଇ ସେବକ ମାନେ ତାଙ୍କ ଇଷ୍ଟ ରଥ ଖଳାରେ ଥିବା ମା ଚର୍ଚ୍ଚିକା ଙ୍କୁ ଅର୍ପଣ କରିଥାନ୍ତି। #ଭଉଁରୀ ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ । ପରମ୍ପରା ଆଧାରରେ ରଥଖଳାରେ ବିଜେ କରିବ ମହାପ୍ରଭୁଙ୍କ ଆଜ୍ଞାମାଳ । ଭଉଁରୀ ତିଥିରେ ତିନି ପୂଜାପଣ୍ଡା ସକାଳ ଧୂପ ପରେ ମହାପ୍ରଭୁଙ୍କ ନିକଟରୁ ୩ଟି ଆଜ୍ଞାମାଳ ଆଣି ତିନି ରଥର ଚକ ଅଖ ନିକଟରେ ଲାଗି କରିବା ସହ ମୁଖ୍ୟ ବିଶ୍ୱକର୍ମା ମାନଙ୍କୁ ଶାଢୀ ବନ୍ଧା ଯିବ । ପରେ ତିନି ରଥର ତିନୋଟି ଅଖରେ ମୋଟ୍ ୬ଟି ଚକ ସଂଯୋଗ କରାଜିବ । ଏଥିପାଇଁ ଆବଶ୍ୟକ ଚକ ସବୁ ନିର୍ମାଣ ସରିଛି । ଶିଳ୍ପଶାସ୍ତ୍ର ଓ ରଥ ସଂହିତା ଅନୁସାରେ ତିନି ରଥରେ ଚକ ଅଖ ଡେରା ଏକ ପ୍ରମୁଖ କାମ । ବିଶ୍ୱକର୍ମା ମହାରଣା, ଭୋଇ ସେବାୟତଙ୍କ ସହଯୋଗରେ ଏହି ନୀତି ସମନ୍ନ ହୋଇଥାଏ । ଭଭଁରୀ ଓ ରଥ ଚକ ଅଖ ଡେରା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ସମସ୍ତ ବ୍ୟବସ୍ଥା ହୋଇଥାଏ। ନନ୍ଦିଘୋଷ, ତାଳଧ୍ୱଜ ଓ ଦେବଦଳନ ରଥରେ ମୋଟ୍ ୪୨ ଟି ଚକ ଲାଗିବ । ଏହା ମଧ୍ୟରେ ବର୍ତମାନ ସୁଦ୍ଧା ୬ଟି ଚକ ନିର୍ମାଣ ଶେଷ ହୋଇସାରିଛି ଆଉ ୩୬ ଟି ଚକ ତିଆରି ହେବ । ରଥରେ ଚକ ଅଖ ଯୋଡାଯିବା ପରେ ତିନି ରଥର ୪୨ଟି ତୁମ୍ଭରେ ଅର ଯୋଡା ଯିବ । ଆଗକୁ ସ୍ନାନ ପୂର୍ଣ୍ଣମାରେ ତିନି ରଥର ଚାରି ନାହାକା ଟେକା ଯିବାର ପରମ୍ପରା ରହିଛି । ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରାର ବିଂଶତମ ଦିନ । ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ୨୧ଦିନ ବ୍ୟାପି ବାହାର ଚନ୍ଦନଯାତ୍ରାର ଅନ୍ତିମ ଦିବସରେ ଭଉଁରୀଯାତ୍ରା ଅନୁଷ୍ଠିତ ହୋଇଥାଏ । ପରମ୍ପରା ଅନୁଯାୟୀ ମଦନମୋହନ, ବଳରାମ, କୃଷ୍ଣ, ଶ୍ରୀଦେବୀ ଓ ଭୂଦେବୀଙ୍କ ସମେତ ଶ୍ରୀଲୋକନାଥ, ଶ୍ରୀମାର୍କଣ୍ଡେଶ୍ୱର, ଶ୍ରୀନୀଳକଣ୍ଠେଶ୍ୱର, ଶ୍ରୀଜମ୍ବେଶ୍ୱର ଏବଂ ଶ୍ରୀକପାଳମୋଚନଙ୍କୁ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ନରେନ୍ଦ୍ର ପୁଷ୍କରିଣୀକୁ ବିଜେ କରାଯାଏ । ଭଉଁରୀ ଦିନ କେବଳ ଦିନଚାପ କରାଯାଏ, ରାତ୍ରିଚାପ କରାଯାଏ ନାହିଁ, ଦିନଚାପରେ ନରେନ୍ଦ୍ର ପୋଖରୀର ଦୀପଦାଣ୍ଡି ଚାରିପଟେ ୨୧ ଘେରା ବୁଲାଯାଇଥାଏ । ଠାକୁରମାନେ ନରେନ୍ଦ୍ର ପୋଖରୀରେ ୨୧ଘେରା ଚାପ ଖେଳିବା ପରେ ଶ୍ରୀମନ୍ଦିରକୁ ବାହୁଡ଼ାବିଜେ କରିଥାନ୍ତି । #Bhaunri #chandanjatra2024 #day20 #Shrikhetra #RathaYatra #2024 #shrijaganathchetana #chandan #yatra #2024 #akshyatritiya #summerfestival #jagannath #jagannatha #jagannathpuri #jagannathtemple #jagannathswami #rathyatra #rathyatra2024 #puri #jagannathtemple

5/29/2024, 5:59:15 AM

जगन्नाथः स्वामी नयन पथ गामी भवतु मे ॥ ---------------------------------------------------- ଜୟ ଜଗନ୍ନାଥ ମହାପ୍ରଭୁ। ଜୟ ବଳଭଦ୍ର ମହାପ୍ରଭୁ। ଜୟ ମାଁ ସୁଭଦ୍ରା। ଜୟ ସୁଦର୍ଶନ ମହାପ୍ରଭୁ। ଜୟ ମାଁ ମହା ଲକ୍ଷ୍ମୀ। ---------------------------------------------------- ପ୍ରତିଦିନ ଠାକୁରଙ୍କ ଦର୍ଶନ ପାଇବା ପାଇଁ, ଦୟାକରି ଆମ ଏଇ ପେଜ୍ କୁ ଫୋଲୋ କରନ୍ତୁ ଆଉ ନୋଟିଫିକେସନ ଅନ କରିଦୀୟନ୍ତୁ। ଆଉ ଏହି ପେଜ୍ କୁ ସେଆର କରନ୍ତୁ। 🙏🏻 प्रतिदिन महाप्रभु के ऐसे ही अलौकिक दर्शन पाने के लिए हमारे पेज को फॉलो करे और नोटिफिकेशन ऑन करे। और हमारे पेज को आगे शेयर करे ताकि और भी भक्त हमारे साथ जुड़ सके। 🙏🏻 Keep getting Darshans of Mahaprabhu everyday in two simple steps, simply follow our page and turn on post notifications. And share our page so that more devotees can get a chance to have glimpse of Mahaprabhu. 🙏🏻 ---------------------------------------------------- We are also available in : • WhatsApp [We have a group mail us to join] • Facebook Page [lordjagannathlovers.] • Telegram • Mail us : [email protected] • Mail us for further information. • Website will be live soon..... ---------------------------------------------------- Some # to reach more Devotees 🙇🏻‍♂️ #jagannath #jagannatha #jagannathpuri #jagannathtemple #jagannathswami #rathyatra #rathyatra2019 #rathyatraahmedabad #rathyatra2018 #rathyatra2020 #rathyatralive #puri #jagannathpuri #jagannathpuritemple #balabhadra #subhadramaharani #radheradhe #radhemaa #radhekrishn #krishna #harekrishna #nandighosh #sunabesha #sunabesha2019 #sunabesh #jaijagannath #jaijagannath🙏 #srijagannathtemple #patitapaban #patitapabanjagannath #lordjagannathlovers

5/29/2024, 5:38:58 AM

ଆଜି ଶ୍ରୀକ୍ଷେତ୍ର ଭଉଁରୀରେ ରଥଖଳାରେ ରଥ ଚକାଡ଼େରା ନୀତି। ମୋ ଆର୍ଟ @suriya_kanta @mybhubaneswar @bhubaneswarbuzz @odiaviralmemes @chalo_odisha @odia_meme_wala @odishashines @odishatourismofficial @doctor.odia @pure_odisha @amara__odisha @odisha_explorers @odisha_mati @mo.odisha @lordjagannatha @jagannath_mahaprabhu_ @findingtemples #mybhubaneswar #bhubaneswarbuzz #jagannathtemple #jagannathpuri #jagannathswami #jagannathrathyatra #jagannathpainting #jagannatha #jagannath❗️ #jagannathreels #jaga #jagajaga #jagannathdham #lordlaxmi #lordjagannath #lordganpati #lordrama #lordkrishna #lordbalabhadra #jaijagannath🙏 #jaihanuman #jaishriram #jaishreeram🚩

5/29/2024, 4:00:58 AM

|| ଶ୍ରୀମନ୍ଦିର ରେ ଚକା ଡେରା ନୀତି || ମହାପ୍ରଭୁଙ୍କ ଭଉଁରୀ ଉତ୍ସବ ରଥଯାତ୍ରା ସମ୍ବନ୍ଧୀୟ ଏକ ବିଶେଷ ଉତ୍ସବ । ପରମ୍ପରା ଅନୁଯାୟୀ ମହାପ୍ରଭୁଙ୍କ ତିନି ରଥର ଚକ ଅଖ ଡେରା ନୀତି ସମ୍ପନ୍ନ ହୁଏ । ପବିତ୍ର ଅକ୍ଷୟ ତୃତୀୟା ଠାରୁ ଶ୍ରୀଜୀଉଙ୍କ ୨୧ ଦିନ ଧରି ଚାଲିଥିବା ବାହାର ଚନ୍ଦନ ଯାତ୍ରାର ବିଂଶତମ ଦିନକୁ ଭଉଁରୀ ଯାତ୍ରା ଭାବେ ପାଳନ କରାଯାଇଥିlଏ । ରଥ ସଂହିତା ଅନୁଯାୟୀ ଭଉଁରୀ ପରମ୍ପରା ଅନୁଯାୟୀ ତିନି ରଥର ଦୁଇଟି ଲେଖାଏଁ ଚକରେ ଅଖ ସଂଯୋଗ କରାଯାଇଥାଏ । ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ସକାଳଧୂପ ନୀତି ସମ୍ପନ୍ନ ହେବା ଉତାରେ ତିନିଜଣ ପୂଜାପଣ୍ଡା ସାମନ୍ତ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗିଥିବା ଆଜ୍ଞାମାଳ ଆଣି ଘଣ୍ଟ ,ଛତା , କାହାଳୀ ସହ ରଥଖଳାରେ ପହଞ୍ଚନ୍ତି। ପରେ ମୁଖ୍ୟ ବିଶ୍ୱକର୍ମା ମହାରଣାଙ୍କ ଉପସ୍ଥିତିରେ ତିନି ରଥର ଚକରେ ଅଖ ସଂଯୋଗ କାର୍ଯ୍ୟ ସମ୍ପର୍ନ୍ନ କରନ୍ତି ଭୋଇ ସେବକ। ପୂଜାପଣ୍ଡା ମାନେ ଚକ ଅଖ ସଂଯୋଗ ପରେ ଆଜ୍ଞାମାଳ ନେଇ ମୁଖ୍ୟ ବିଶ୍ୱକର୍ମା ମାନଙ୍କୁ ପ୍ରଦାନ କରନ୍ତି। ରଥର ଚକ ଅଖ ସଂଯୋଗ କରିବା ସମୟରେ ଭୋଇ ସେବାୟତ ମାନେ ପ୍ରଥମ ହରିବୋଲ ପକାନ୍ତି I || Chaka Dera rituals on Bhaunri || Today is Bhaunri , on this occasion after Sakal Dhupa rituals 3 Pujapanda Carries 3 Agyan maala from the deties to Ratha khala (Ratha Workshop) . At Ratha khala , 2 wheels of each Ratha is attached to the axel by Ratha Carpenters . 3 Pujapanda offers the Agyanmaal on each wheel of 3 Rathas . Later the 3 Agyana Maala is offered to Maa Charchika by the Bhoi sebayat present at Ratha Khala. #Bhaunri #chandanjatra2024 #day20 #Shrikhetra #RathaYatra #2024 #shrijaganathchetana #chandan #yatra #2024 #akshyatritiya #summerfestival #jagannath #jagannatha #jagannathpuri #jagannathtemple #jagannathswami #rathyatra #rathyatra2024 #puri #jagannathtemple

5/29/2024, 3:48:48 AM

ଆଜି ଶ୍ରୀକ୍ଷେତ୍ରେ ଭଉଁରୀ ଉତ୍ସବ ଓ ଚକାଡେରା ନୀତି digital art by @jyoti.prakash.02 Jay Jagannath 🙏🙏🙏 . . . . @mybhubaneswar @bhubaneswarbuzz @mo_puri_ @doctor.odia @chalo_odisha @odiaviralmemes @odia_meme_wala @pure_odisha @odishatourismofficial @odishashines_ @ama._.odisha @mo.odisha @amara__odisha @odisha_mati @lordjagannath.inc @lordjagannath.lovers @findingtemples #mybhubaneswar #bhubaneswarbuzz #mopuri #jagannathtemple #jagannathpuri #jagannathswan #jagannathreels #jagannathrathyatra #jagannathpainting #jagannatha #jagannatha #jagannathdham #jagannath #jagannathpuri #jaibajrangbali #jaihanuman #jaishriram #jaijagannatha

5/29/2024, 2:55:11 AM

¡Hare Krishna! Acompáñanos a la ceremonia de primera iniciación! 🗓: Domingo 9 de Junio. ⏰: A partir de las 12:00 pm. 👤: Estará con nosotros Su Gracia Guru Maharaja Manonatha Prabhu. 📍: Calle Sánchez #96, sector 30 de Mayo, Santo Domingo, Distrito Nacional. Habrá Bhajan, Kirtan, Prasadam, ceremonia de fuego y Pasatiempo con Su Gracia Guru Maharaja Manonatha Prabhu. ¡Te esperamos! ——————————- #harekrishna #harekrishnakirtan #hare #krishna #haribol #iskcon #iskcontemple #prabhupada #srilaprabhupada #srilaprabhupad #govinda #radhekrishna #radheshyam #radhe #radhakrishna #radha #radharani #jagannath #jagannatha #gauranitai #gaura #gauranga #nitai #nitaigauranga #nityananda #foodforlife #harekrishnamantra

5/29/2024, 12:37:48 AM

https://deepsigne.etsy.com/listing/1726344209 Jai bladev Swami 🙏 Jai baba Thakur... #jagannatha #baladewa #rathyatra #pattachitrapainting #madhubani #etsy #etsyusa #etsyfinds #etsyshop #indianpainting #indianfolkart

5/28/2024, 9:56:08 PM

ଚନ୍ଦନ ଯାତ୍ରାର ଉନବିଂଶ ଦିବସରେ ନରେନ୍ଦ୍ର ସରୋବର ଜଗତି ଉପରେ ଶ୍ରୀମଦନମୋହନଙ୍କ ଚିନ୍ତାମଣୀ କୃଷ୍ଣ ବେଶ ଦର୍ଶନ । Chintamani Krushna Besha of Shree Madanmohana on the 19th day of Chandan Jatra. #chandanjatra_day_19 #chandan #yatra #2024 #akshyatritiya #summerfestival #jagannath #jagannatha #jagannathpuri #jagannathtemple #jagannathswami #rathyatra #jaijagannath🙏 #shri_darubrahma #shrijagannathtemple [Akshay Tritiya, Chandan Jatra, 2024, Shri Jagannath, Shrikhetra, Summer Festival, Jay Jagannath, Puri, Odisha]

5/28/2024, 8:25:47 PM

ମା କାକଟପୁର ମଙ୍ଗଳାଙ୍କ ଅପୁର୍ବ ଦୃଶ୍ୟ 🙏🏿💐😍 🍂 🍂 Like 💖 Comment 🤍 Share ❤️ 🍂 🍂 Follow ➡️ @jay._jagannath._puri Follow ➡️ @jay._jagannath._puri Follow ➡️ @jay._jagannath._puri Follow ➡️ @jay._jagannath._puri 🍂 🍂 #jay_jagarnath_puri_ #mr_kanha556 #ka_nha8546 #jay_jagannath_lovers #jagannathtemple #jagannatha #puri #maa #kakatpur_mangala_temple

5/28/2024, 7:42:53 PM

Lord Jagannath is so merciful that it doesn't matters if you are a true devotee of him or not. He'll always be there for you ❤️ जगन्नाथः स्वामी नयन पथ गामी भवतु मे ॥ ---------------------------------------------------- ଜୟ ଜଗନ୍ନାଥ ମହାପ୍ରଭୁ। ଜୟ ବଳଭଦ୍ର ମହାପ୍ରଭୁ। ଜୟ ମାଁ ସୁଭଦ୍ରା। ଜୟ ସୁଦର୍ଶନ ମହାପ୍ରଭୁ। ଜୟ ମାଁ ମହା ଲକ୍ଷ୍ମୀ। ---------------------------------------------------- ପ୍ରତିଦିନ ଠାକୁରଙ୍କ ଦର୍ଶନ ପାଇବା ପାଇଁ, ଦୟାକରି ଆମ ଏଇ ପେଜ୍ କୁ ଫୋଲୋ କରନ୍ତୁ ଆଉ ନୋଟିଫିକେସନ ଅନ କରିଦୀୟନ୍ତୁ। ଆଉ ଏହି ପେଜ୍ କୁ ସେଆର କରନ୍ତୁ। 🙏🏻 प्रतिदिन महाप्रभु के ऐसे ही अलौकिक दर्शन पाने के लिए हमारे पेज को फॉलो करे और नोटिफिकेशन ऑन करे। और हमारे पेज को आगे शेयर करे ताकि और भी भक्त हमारे साथ जुड़ सके। 🙏🏻 Keep getting Darshans of Mahaprabhu everyday in two simple steps, simply follow our page and turn on post notifications. And share our page so that more devotees can get a chance to have glimpse of Mahaprabhu. 🙏🏻 ---------------------------------------------------- We are also available in : • WhatsApp [We have a group mail us to join] • Facebook Page [lordjagannathlovers.] • Telegram • Mail us : [email protected] • Mail us for further information. • Website will be live soon..... ---------------------------------------------------- Some # to reach more Devotees 🙇🏻‍♂️ #jagannath #jagannatha #jagannathpuri #jagannathtemple #jagannathswami #rathyatra #rathyatra2019 #rathyatraahmedabad #rathyatra2018 #rathyatra2020 #rathyatralive #puri #jagannathpuri #jagannathpuritemple #balabhadra #subhadramaharani #radheradhe #radhemaa #radhekrishn #krishna #harekrishna #nandighosh #sunabesha #sunabesha2019 #sunabesh #jaijagannath #jaijagannath🙏 #srijagannathtemple #patitapaban #patitapabanjagannath #lordjagannathlovers

5/28/2024, 7:40:43 PM

ଆଜି ବାହାର ଚନ୍ଦନ ଯାତ୍ରାର ଊନବିଂଶ ଦିବସରେ ନରେନ୍ଦ୍ର ପୁଷ୍କରିଣୀ ଓ ଚନ୍ଦନ ମଣ୍ଡପଠାରେ ବିଭିନ୍ନ ନୀତିକାନ୍ତି ଅନୁଷ୍ଠିତ ହେଉଥିବାର କିଛି ସୁନ୍ଦର ଦୃଶ୍ୟ । . #chandan #yatra #2024 #akshyatritiya #summerfestival #jagannath #jagannatha #jagannathpuri #jagannathtemple #jagannathswami #rathyatra #jaijagannath🙏 #shri_darubrahma #shrijagannathtemple [Akshay Tritiya, Chandan Jatra, 2024, Shri Jagannath, Shrikhetra, Summer Festival, Jay Jagannath, Puri, Odisha]

5/28/2024, 7:22:46 PM

ଜୟ ଜଗନ୍ନାଥ .. .. .. .. .. #jayjagannath🙏 #jagannatha #jaga

5/28/2024, 7:02:43 PM

🌟 Jagannatha is the Lord residing in a magnificent temple in Puri, India. He is a form of Krishna, predominantly venerated in West Bengal and Puri (Odisha). Jagannatha means the Lord of the universe, ‘jagat’ meaning ‘universe’ and the word ‘natha’ meaning ‘Master’ or ‘Lord’. 📝 See the slides to learn more! 👍🏼 Remember to share this post if you liked it and save it to come back to it! 📌 Artwork by @sumangala_art ____ #paramahamsavishwananda #bhaktimarga #bhaktipath #bhakti #bhaktiyoga #yogapath #devotion #lovegod #justlove #universe #krishna #srikrishna #lord #temple #deity #learnsomethingnew #lordjagannath #jagannath #jagannathpuri #puri #jagannatha

5/28/2024, 3:30:07 PM

𝗞𝗮𝗹𝗮 𝗠𝗮𝗱𝗵𝗮𝗯𝗮 .. 🩷🩷 ॐ ଶ୍ରୀ ଜଗନ୍ନାଥାୟ ନମ ନମଃ 🩷🩷 .. #jagannathswami #lordjagannath #jagannathtemple #jagannathdham #jagannathpuri #jayjagannath #jaijagannath #purijagannath #jagannath #jagannatha #jagannathrathyatra #puri #hee_madhaba

5/28/2024, 3:14:59 PM

Jai Jagannath ♥️🦚 #jagannath 🙌 #jagannathpuri 🌸 #jagannatha 📿

5/28/2024, 2:39:04 PM

Ready to wear Turbans for lord Krishna design by @niveditcrafts Book your customized order now for up coming festivals 🎉 Colour combination and sizes can be customised Contact no.7566457258 #krishnaturban #handmade #turbanforkrishna #gaurnitai #turbans #turbansforgaurnitai #krishnabalram #turbans #baldev #turbanforkrishna #iskcondevotee #readytowearturbans #jagannatha #jagannathrathyatra

5/28/2024, 1:38:18 PM

जगन्नाथः स्वामी नयन पथ गामी भवतु मे ॥ ---------------------------------------------------- ଜୟ ଜଗନ୍ନାଥ ମହାପ୍ରଭୁ। ଜୟ ବଳଭଦ୍ର ମହାପ୍ରଭୁ। ଜୟ ମାଁ ସୁଭଦ୍ରା। ଜୟ ସୁଦର୍ଶନ ମହାପ୍ରଭୁ। ଜୟ ମାଁ ମହା ଲକ୍ଷ୍ମୀ। ---------------------------------------------------- ପ୍ରତିଦିନ ଠାକୁରଙ୍କ ଦର୍ଶନ ପାଇବା ପାଇଁ, ଦୟାକରି ଆମ ଏଇ ପେଜ୍ କୁ ଫୋଲୋ କରନ୍ତୁ ଆଉ ନୋଟିଫିକେସନ ଅନ କରିଦୀୟନ୍ତୁ। ଆଉ ଏହି ପେଜ୍ କୁ ସେଆର କରନ୍ତୁ। 🙏🏻 प्रतिदिन महाप्रभु के ऐसे ही अलौकिक दर्शन पाने के लिए हमारे पेज को फॉलो करे और नोटिफिकेशन ऑन करे। और हमारे पेज को आगे शेयर करे ताकि और भी भक्त हमारे साथ जुड़ सके। 🙏🏻 Keep getting Darshans of Mahaprabhu everyday in two simple steps, simply follow our page and turn on post notifications. And share our page so that more devotees can get a chance to have glimpse of Mahaprabhu. 🙏🏻 ---------------------------------------------------- We are also available in : • WhatsApp [We have a group mail us to join] • Facebook Page [lordjagannathlovers.] • Telegram • Mail us : [email protected] • Mail us for further information. • Website will be live soon..... ---------------------------------------------------- Some # to reach more Devotees 🙇🏻‍♂️ #jagannath #jagannatha #jagannathpuri #jagannathtemple #jagannathswami #rathyatra #rathyatra2019 #rathyatraahmedabad #rathyatra2018 #rathyatra2020 #rathyatralive #puri #jagannathpuri #jagannathpuritemple #balabhadra #subhadramaharani #radheradhe #radhemaa #radhekrishn #krishna #harekrishna #nandighosh #sunabesha #sunabesha2019 #sunabesh #jaijagannath #jaijagannath🙏 #srijagannathtemple #patitapaban #patitapabanjagannath #lordjagannathlovers

5/28/2024, 1:14:27 PM

Pattachitra art form this time.. Pattachitra is an old traditional art of Odisha and West Bengal.. Traditionally made on cloth..The theme of Pattachitra paintings centres round Jagannath Ji... May his Divine Blessings be on everyone 🙏 Bring this piece of art before upcoming Rathyatra to celebrate the journey of Lord Jagannath 🙏🙏🙏 🧿 DM for ordes 🧿 #jagannath #jagannatha #odisha #puri #purijagannadh #pattachitra #pattachitrapainting #pattachitraart #shrikrishna #foryou #fyp #artistsoninstagram #artoftheday #painting #paint #newartwork #madebyme #pinterest

5/28/2024, 11:31:05 AM

Feeling on top of the world with arms crossed and a view like this! 🌇🌊🌅 . . . . . #jagannath #jagannatha #jagannathpuri #jagannathtemple #jagannathrathyatra #jagannathpuritemple #rohankazayka #puribeach #beachvibes

5/28/2024, 11:16:03 AM

Lord Jagannath or the Lord of the Universe is regarded as the supreme deity amongst the Hindus. But the beauty lies in the fact that even Lord Jagannath has his Ishta Deva - Lord Ishaneshwar (Lord Shiva). In Shivashtakam it is written that - प्रभुं प्राणनाथं विभुं विश्वनाथं जगन्नाथ नाथं सदानन्द भाजाम् । भवद्भव्य भूतॆश्वरं भूतनाथं, शिवं शङ्करं शम्भु मीशानमीडॆ I pray to You, Shiva, Shankara, Shambhu, Who is the Lord, Who is the Lord of our lives, Who is Vibhu, Who is the Lord of the world, Who is the Lord of Jagannatha (Vishnu), Who is always dwelling in happiness, Who imparts light or shine to everything, Who is the Lord of living beings, Who is the Lord of ghosts, and Who is the Lord of everyone. It is futile to debate who is superior to whom, as the trinities in Hinduism - Lords Brahma, Vishnu and Maheshwar (Shiva) are basically inseparable and appear as different depending upon their attributes and roles in this cosmic play. 🪷🌿🪷🌸🪷🌿🪷🌸🪷🌿🪷🌸🪷🌿🪷🌸 🪷🌿🪷🌸🪷🌿🪷🌸🪷🌿🪷🌸🪷🌿🪷🌸 🌸🌱🌸🌱🌸🌱🌸🌱🌸🌱🌸🌱🌸🌱🌸🌱🌸🌱 ❤️ ❣️ ❤️ ❣️ ❤️ ❣️ ❤️ ❣️ ❤️ ❣️ ❤️ ❣️ ❤️ ❣️ ❤️ ❣️ ❤️ ❣️ #shivshankar #gopal #lordkrishna #krsna #krishna #jagannath #krishnalove #spiritualawakening #spiritual #radha #radhakrishna #radheradhe #govinda #lordvishnu #haribol #krishnaleela #artofliving #jaishrikrishna #harekrishnalifestyle #bhakti #vaishnava #love #bhagavadgita #jagannatha #jayjagannath #jagannathtemple #jagannathswami #jagannathpurity #yoga

5/28/2024, 9:53:53 AM

ଘୋଷଯାତ୍ରା ପାଇଁ ଚଳଚଞ୍ଚଳ ରଥଖଳା! ରଥଖଳା ଠାରେ ଗୁଜରେ ରୂପ ଖୋଦେଇ କାର୍ଯ୍ୟ ଆଗେଇ ଚାଲିଥିବା ବେଳେ ଦୋଳବେଦୀ ଅସ୍ଥାୟୀ କମାର ଶାଳ ଠାରେ ଅର କଣ୍ଟା, ତୁମ୍ବର ବାହ୍ୟ ବଳା ଏବଂ ପନ୍ଦାରି ଚାବି ନିର୍ମାଣ ଜାରି ରହିଛି । Glimpses from Ratha Khala, after ‘Anukula Puja’ of ‘Singada Badia’ or fixing of Aras (spoke) in tumba at the Janta Gada has been performed. Along with this the carving of ‘Singha Birala’ image in the ‘Guja’ is going on.🙏🏽 Photo credit - ANI/X ⚠️⚠️⚠️ Disclaimer: NO COPYRIGHT INFRINGEMENT INTENDED! All Credit goes to the respective owners. FAIR USE: Copyright disclaimer under section 107 of the copyright act 1976. Allowance is made for "fair use" for purposes such as criticism, comment, news reporting, teaching, scholarship infringing." We do not own all the material. #amaraodisha #ରଥଖଳା #RathaYatra2024 #RathaKhala2024 #Rathakhala #jaijagannath #jagannath #jagannatha #jagannathpuri

5/28/2024, 8:02:58 AM

जगन्नाथः स्वामी नयन पथ गामी भवतु मे ॥ ---------------------------------------------------- ଜୟ ଜଗନ୍ନାଥ ମହାପ୍ରଭୁ। ଜୟ ବଳଭଦ୍ର ମହାପ୍ରଭୁ। ଜୟ ମାଁ ସୁଭଦ୍ରା। ଜୟ ସୁଦର୍ଶନ ମହାପ୍ରଭୁ। ଜୟ ମାଁ ମହା ଲକ୍ଷ୍ମୀ। ---------------------------------------------------- ପ୍ରତିଦିନ ଠାକୁରଙ୍କ ଦର୍ଶନ ପାଇବା ପାଇଁ, ଦୟାକରି ଆମ ଏଇ ପେଜ୍ କୁ ଫୋଲୋ କରନ୍ତୁ ଆଉ ନୋଟିଫିକେସନ ଅନ କରିଦୀୟନ୍ତୁ। ଆଉ ଏହି ପେଜ୍ କୁ ସେଆର କରନ୍ତୁ। 🙏🏻 प्रतिदिन महाप्रभु के ऐसे ही अलौकिक दर्शन पाने के लिए हमारे पेज को फॉलो करे और नोटिफिकेशन ऑन करे। और हमारे पेज को आगे शेयर करे ताकि और भी भक्त हमारे साथ जुड़ सके। 🙏🏻 Keep getting Darshans of Mahaprabhu everyday in two simple steps, simply follow our page and turn on post notifications. And share our page so that more devotees can get a chance to have glimpse of Mahaprabhu. 🙏🏻 ---------------------------------------------------- We are also available in : • WhatsApp [We have a group mail us to join] • Facebook Page [lordjagannathlovers.] • Telegram • Mail us : [email protected] • Mail us for further information. • Website will be live soon..... ---------------------------------------------------- Some # to reach more Devotees 🙇🏻‍♂️ #jagannath #jagannatha #jagannathpuri #jagannathtemple #jagannathswami #rathyatra #rathyatra2019 #rathyatraahmedabad #rathyatra2018 #rathyatra2020 #rathyatralive #puri #jagannathpuri #jagannathpuritemple #balabhadra #subhadramaharani #radheradhe #radhemaa #radhekrishn #krishna #harekrishna #nandighosh #sunabesha #sunabesha2019 #sunabesh #jaijagannath #jaijagannath🙏 #srijagannathtemple #patitapaban #patitapabanjagannath #lordjagannathlovers

5/28/2024, 6:54:26 AM

ଜୟ ଜଗନ୍ନାଥ 🙏 🚩Jay Jagannath🙏🌺🌹🥀 Like👍 share🌹 Comments❤️ 🙏Follow Me 🌹 🔵Note - Join Our Telegram Channel For Download My All Video & Subscribe My YouTube Channel Link In Bio 🙏 #jagannathtemple  #jagannathtempledelhi🕉️ #goodmorning #jayjagannathdp #jagannatha #kartikpurnima #jagannathswami #bhajanodisha #sanuja_160 #bhajan_odisha #jagannathdham #jagannathapuri #suryakanta #purijagannath  #puri  #harekrishna  #shrikrishna  #shrijagannath #lordjagannath #odisha  #odishatourism  #radhakrishna  #krishna #radhadamodar #jayjagannath #instagramreels #reels #viralvideos

5/28/2024, 5:36:10 AM

ଭାସ୍କରୋ ଦକ୍ଷିଣ ନେତ୍ରଂ ବାମ ନେତ୍ରଂ ବିଧିପମ୍ ମଙ୍ଗଳଂ ନାସିକାକ୍ଷେତ୍ରଂ ବୁଧଂ ଅଧର ଏବ ଚ। ବୃହସ୍ପତିଃ ତିଳକଂ ଚ ସୁବର୍ଣ୍ଣରତ୍ନମଣ୍ଡିତଂ ଶୁକ୍ର ଚତୁରସ୍ତପ୍ରୋକ୍ତ ଶନି ସର୍ବାଙ୍ଗବିସ୍ତାରଃ। ରାହୁ କିରୀଟରୁପଶ୍ଚ ମକରାକ୍ରୁତିରେବଚ କେତୁଶ୍ଚ ଭୁଜଙ୍ଗାକାର କୁଣ୍ଡଳୀ ନାଗରୁପକ ଏବଂ ନବ ସମାହାର ଗ୍ରହା ସାକ୍ଷାତ୍ ଜନାର୍ଦ୍ଦନଃ।। ପ୍ରଭୁ ଆପଣଙ୍କ (ଦାରୁବ୍ରହ୍ମଙ୍କ) ଦକ୍ଷିଣ ନେତ୍ର ରବି (ସୂର୍ଯ୍ୟ) ମହାଗ୍ରହ, ବାମ ନେତ୍ର ଚନ୍ଦ୍ର, ନାସିକା କ୍ଷେତ୍ର ମଙ୍ଗଳ, ଅଧରରେ ବୁଧ, ସୁବର୍ଣ୍ଣରତ୍ନମଣ୍ଡିତ ତିଳକରେ ବୃହସ୍ପତି, ରାହୁ ରେଖାରେ ଶୁକ୍ର ଗ୍ରହ ଏବଂ ଭୂଜଙ୍ଗାକାର କୁଣ୍ଡଳୀରେ କେତୁ ଗ୍ରହଙ୍କ ସ୍ଥିତି ଯୋଗୁ ଆପଣ ସମସ୍ତ ଗ୍ରହମାନଙ୍କର ସମନ୍ଵିତ ବିଗ୍ରହ ରୁପେ ପୁଜିତ। 🙏ଜୟ ଜଗନ୍ନାଥ 🙏 . . . . . . . . . . . . #jagannath #jagannathpuri #jaijagannath #lordjagannath #jayjagannath #jagannathtemple #jagannatha #mangal #photography #sjta #puri #odishaculture #photoshoot #nilachakra #haribol #Balabhadra #instagram #instagood #harekrishna #darshan #shrikrishna #shrihari #shri_darubrahma #shrijaganathchetana #jagannathswami #purijagannath #jagannathrathyatra #bhubaneswarbuzz #jai_jagannath [Shri Jagannath, Puri, Shrikhetra, Odisha]

5/28/2024, 5:25:28 AM

In the lands of श्री जगन्नाथ महाप्रभु something that reallyyy got me healing🙏🏼 . . . . . . #instagood #instadaily #puri #jagannath #jagannathpuri #jagannatha #jagannathtemple #krishna #instagram #explorepage #explore #foryou #likesforlike #followforfollowback #trending #viral #view #traditional #vacationmode #india #tour

5/28/2024, 4:38:06 AM

ମହାପ୍ରଭୁଙ୍କ ବାମନ ଅବତାର ⭕❕⭕ ମୋ ଆର୍ଟ @suriya_kanta @mybhubaneswar @bhubaneswarbuzz @odiaviralmemes @chalo_odisha @odia_meme_wala @odishashines @odishatourismofficial @doctor.odia @pure_odisha @amara__odisha @odisha_explorers @odisha_mati @mo.odisha @lordjagannatha @jagannath_mahaprabhu_ @findingtemples #mybhubaneswar #bhubaneswarbuzz #jagannathtemple #jagannathpuri #jagannathswami #jagannathrathyatra #jagannathpainting #jagannatha #jagannath❗️ #jagannathreels #jaga #jagajaga #jagannathdham #lordlaxmi #lordjagannath #lordganpati #lordrama #lordkrishna #lordbalabhadra #jaijagannath🙏 #jaihanuman #jaishriram #jaishreeram🚩

5/28/2024, 3:44:27 AM

ଆଜି ବାହାର ଚନ୍ଦନ ଯାତ୍ରାର ଅଷ୍ଟାଦଶ ଦିବସରେ ନରେନ୍ଦ୍ର ପୁଷ୍କରିଣୀ ଓ ଚନ୍ଦନ ମଣ୍ଡପଠାରେ ବିଭିନ୍ନ ନୀତିକାନ୍ତି ଅନୁଷ୍ଠିତ ହେଉଥିବାର କିଛି ସୁନ୍ଦର ଦୃଶ୍ୟ । . . . . . . . . . #chandan #yatra #2024 #akshyatritiya #summerfestival #jagannath #jagannatha #jagannathpuri #jagannathtemple #jagannathswami #rathyatra #jaijagannath🙏 #shri_darubrahma #shrijagannathtemple [Akshay Tritiya, Chandan Jatra, 2024, Shri Jagannath, Shrikhetra, Summer Festival, Jay Jagannath, Puri, Odisha]

5/27/2024, 7:03:09 PM

Jay jagannath 🙏🙏 #puri #jagannatha #jagannath #puri temple #odisha Art by -S. Sarkar

5/27/2024, 12:04:11 PM

|| ଭକ୍ତି ଏବଂ ପ୍ରେମ || ଜଗନ୍ନାଥେ ତୁମ ନାମ ରୁ ମୋର ବଂଚିବା ଆରମ୍ଭ ହେଲା ଆଉ ତୁମ ଠି ହିଁ ସମାହିତ ହେଇଯିବି l ତୁମକୁ ଭଲ ପାଇବା ଯେ ସକଳ ଜୀବନର ଉଦେଶ୍ୟ ତୁମ ଦୟା ରୁ ଜାଣିବା ପରେ ଏ ସମସ୍ତ ସଂସାର ରେ ତୁମେ ହିଁ ବିଦିତ ବୋଲି ଦୃଶ୍ୟମାନ ହୁଏ l ତୁମ ପ୍ରେମ ଭକ୍ତି ଅନନ୍ତ ତାହା ସଦାସର୍ବଦା ବର୍ଦ୍ଧୟମାନ ହେବା ଦିଗରେ ଥାଏ l ତୁମ ପ୍ରେମ ତୁମେ ଯେତେ ବଢ଼ାଉଛ ତୁମ ଠାରେ ହଜିବାର ଇଚ୍ଛା ଆହୁରି ସେତେ ପ୍ରଗାଢ଼ ହେଉଛି l ତୁମ ଭକ୍ତି ମୋତେ ଜୀବନ ପ୍ରକୃତ ମୂଲ୍ୟ ଶିଖେଇଚି ଏବଂ ସଂସାର କୁ ଦେଖିବାର ଦୃଷ୍ଟି ବଦଳେଇଛି l ମୁଁ ଥିଲି କୋଉ ଗୋଟେ 84ଲକ୍ଷ ପ୍ରାଣୀ ମଧ୍ୟରେ ଥିବା ହୀନ ପ୍ରାଣୀ l ତୋ କୃପାନେତ୍ରର ଅନନ୍ତ କୃପା ବଳ ରେ ଦୁର୍ଲଭ ମନୁଷ୍ୟ ଜନ୍ମ ପାଇଲି l ସେଥିରେ ପୁଣି ତୁମେ ଅନନ୍ତ କୃପାମୟ ଉତ୍କଳ ଭୂମି ରେ ଜନ୍ମ ଦେଇ ତୋର ପରିବାରୀ ହେବାର ସୌଭାଗ୍ୟ ଦେଲ l ହେ କୃପାମୟ ମୁଁ ତୁମର କିଣା କ୍ରୀତଦାସ l ତୁମର ପ୍ରେମରେ ଅନେକ ବିଭୋର ଅନେକ ମଗ୍ନ ତାଙ୍କ ଆଗରେ ମୁଁ ନ୍ୟୁନ ମାତ୍ର ହେ ନାଥ ମୋ ଜୀବନ ରେ ତୁମଠୁ ଆଉ କେହି ଗୁରୁତ୍ୱ ନାହାନ୍ତି l ତୁମ ହିଁ ପ୍ରାଣ ତୁମେ ହୃଦୟ ଏବଂ ସର୍ବସ୍ବ l ବଂଚିବା ମରିବା ସବୁ ତୁମରି ପାଇଁ l ମୋ ଭଳି ପତିତ କୁ ନିଜର କହୁଥିବାରୁ ଆପଣଂକୁ ଅଶେଷ ଦଣ୍ଡବତ l ପ୍ରଭୁ କହନ୍ତି - ଭକ୍ତି ଆଉ ପ୍ରେମ ଅଲଗା ନୁହେଁ l ପ୍ରେମ ର ଚରମ ହେଉଛି ଭକ୍ତି l ପ୍ରେମ ଯେତେବେଳେ କାମନା ବାସନା ରୁ ରହିତ ହେଇ ମୋତେ ସମର୍ପିତ ହୁଏ ସେତେବେଳେ ତାହା ଭକ୍ତି ରୂପେ ଖ୍ୟାତ ହୁଏ....... ଜୟ ଶ୍ରୀଜଗନ୍ନାଥ🙏🏻 . . . . . . . . . . . #jagannath #jagannathpuri #jaijagannath #lordjagannath #jayjagannath #jagannathtemple #jagannatha #mangal #photography #sjta #puri #odishaculture #photoshoot #nilachakra #haribol #Balabhadra #instagram #instagood #harekrishna #darshan #shrikrishna #shrihari #shri_darubrahma #shrijaganathchetana #jagannathswami #purijagannath #jagannathrathyatra #bhubaneswarbuzz #jai_jagannath [Shri Jagannath, Puri, Shrikhetra, Odisha]

5/27/2024, 10:50:45 AM

🕉️ Jay Jagannath Jay Baldev Jay Maa Subhadra 🙏 Hare Krishna Hare Rama🕉️ Email - [email protected] Call Us - 011-24626966 / 24647722 Website - www.shrijagannathmandirdelhi.in Follow Now For Instagram: www.instagram.com/shri_jagannath_mandir_delhi Facebook: www.facebook.com/ShriJagannathMandirDelhi Youtube: www.youtube.com/@ShriJagannathmandirdelhi Shri Jagannath Marg, Thyagraj Nagar, Near Thyagraj Stadium, (Opp. Gate No. 1), New Delhi-110003 #jagannathtemple #jagannathtampletyagrajnagar #jagannathtempledelhi #jagannatha #jagannathswami #jagannathdham #chardham #jagannathapuri #delhitemple #delhi #purijagannath #puri #tyagrajnagar #harekrishna #shrikrishna #shrijagannath #lordjagannathe #odisha #odishatourism #radhakrishna #krishna #radhadamodar #jayjagannath #iskontemple #bhubaneshwar #vrindavandham #kolkata #iskconmayapur #iskcon #tyagrajnagar #jagannathpuri

5/27/2024, 7:29:15 AM

ଜୟ ଜଗନ୍ନାଥ 🙏 🚩Jay Jagannath🙏🌺🌹🥀 Like👍 share🌹 Comments❤️ 🙏Follow Me 🌹 🔵Note - Join Our Telegram Channel For Download My All Video & Subscribe My YouTube Channel Link In Bio 🙏 #jagannathtemple  #jagannathtempledelhi🕉️ #goodmorning #jayjagannathdp #jagannatha #kartikpurnima #jagannathswami #bhajanodisha #sanuja_160 #bhajan_odisha #jagannathdham #jagannathapuri #suryakanta #purijagannath  #puri  #harekrishna  #shrikrishna  #shrijagannath #lordjagannath #odisha  #odishatourism  #radhakrishna  #krishna #radhadamodar #jayjagannath #instagramreels #reels #viralvideos

5/27/2024, 6:28:08 AM

ଚନ୍ଦନ ଲାଗି ସମୟେ ଚିନ୍ତ ଚିନ୍ତାମଣି କି।। ସୁବେଶର ଲାଗି ଶେଷ ଲାଗି ହୋଇ ଝୀନବାସ କଟୀରେ ସୁବର୍ଣ୍ଣଝୁମ୍ପା, ଆହା କେଡେ ଠାଣି କି ! ।। ତିନିବାଡ଼େ ତିନିଲୋକ ସେବକ ପଶୁପାଳକ ରତ୍ନସିଂହାସନେ ଉଭା ଯୋଡ଼ି ବେନି ପାଣି କି ! ।। ଚନ୍ଦନ ସଂସ୍କାର ସାରି ପ୍ରଭୁ ଅଙ୍ଗେ ଲାଗି କରି ହରି ଭଦ୍ରା ସୁଦର୍ଶନ କମଳା ଘରଣୀ ଙ୍କି ! ।। ହଡ଼ପ ନାୟକ ରହି ବିଡ଼ିଆ ପତ୍ରକୁ ବହି କରାଇ ମଣୋହି ତହିଁ କମ୍ବୁଚକ୍ର ପାଣି କି ! ।। ଡାକଇ ଖୁଣ୍ଟିଆ ଦ୍ୱିଜ ମଣିମା ଭୋ ଦେବରାଜ ଅଖିଳ ବ୍ରହ୍ମାଣ୍ଡ ନାଥ ପ୍ରଭୁ ମନ ଜାଣିଙ୍କି ! ।। ନିଜ ନିଜ ଗୁଣାବଳୀ ବୀଣା ନାଦେ କୁତୁହଳୀ ପଳାଇ ଦୂରିତ ପାପ ହରିଧ୍ୱନି ଶୁଣି କି ! ।। ସେକାଳେ କଳା ଶ୍ରୀମୁଖ ଶୁଣନ୍ତି ସକଳ ଦୁଃଖ ଦର୍ଶନେ ପ୍ରସନ୍ନ ହୋଇ ରଖ ଦୁଃଖୀ ଶ୍ରେଣୀ କି ! ।। ଆର୍ତ୍ତେ ଶ୍ରୀଚନ୍ଦନ ଭାଷେ ଚିନ୍ତାବଳୀ ମଧ୍ୟେ ଭାସେ କରୁଣା ନାବେ ବସାଇ କୂଳେ ରଖ ଆଣି କି ! ।। . . . . . . . . . . . . #jagannath #jagannathpuri #jaijagannath #lordjagannath #jayjagannath #jagannathtemple #jagannatha #mangal #photography #sjta #puri #odishaculture #photoshoot #nilachakra #haribol #Balabhadra #instagram #instagood #harekrishna #darshan #shrikrishna #shrihari #shri_darubrahma #shrijaganathchetana #jagannathswami #purijagannath #jagannathrathyatra #bhubaneswarbuzz #jai_jagannath [Shri Jagannath, Puri, Shrikhetra, Odisha]

5/27/2024, 4:59:10 AM

ଆଜି ବାହାର ଚନ୍ଦନ ଯାତ୍ରାର ସପ୍ତଦଶ ଦିବସରେ ନରେନ୍ଦ୍ର ପୁଷ୍କରିଣୀ ଓ ଚନ୍ଦନ ମଣ୍ଡପଠାରେ ବିଭିନ୍ନ ନୀତିକାନ୍ତି ଅନୁଷ୍ଠିତ ହେଉଥିବାର କିଛି ସୁନ୍ଦର ଦୃଶ୍ୟ । . . . . #chandan #yatra #2024 #akshyatritiya #summerfestival #jagannath #jagannatha #jagannathpuri #jagannathtemple #jagannathswami #rathyatra #jaijagannath🙏 #shri_darubrahma #shrijagannathtemple [Akshay Tritiya, Chandan Jatra, 2024, Shri Jagannath, Shrikhetra, Summer Festival, Jay Jagannath, Puri, Odisha]

5/26/2024, 7:35:21 PM

“ॐ ବଳଭଦ୍ରଃ ଶୁଭ୍ରବର୍ଣ୍ଣଃ କାଳିନ୍ଦୀଭେଦନୋ ବଳୀ ନୀଳମ୍ବରୋଽନନ୍ତରୂପୋ ରେବତୀ ପ୍ରାଣ ବଲ୍ଲଭଃ” . . . . . . . . #jagannath #jagannathpuri #jaijagannath #lordjagannath #jayjagannath #jagannathtemple #jagannatha #mangal #photography #sjta #puri #odishaculture #photoshoot #nilachakra #haribol #Balabhadra #instagram #instagood #harekrishna #darshan #shrikrishna #shrihari #shri_darubrahma #shrijaganathchetana #jagannathswami #purijagannath #jagannathrathyatra #bhubaneswarbuzz #jai_jagannath [Shri Jagannath, Puri, Shrikhetra, Odisha]

5/26/2024, 9:53:02 AM

May Lord Jagannath bless you all with success, happiness, and prosperity. Jai Shri Jagannath! Source - Google Chrome AI Photography 📌 #jaijagannath🙏 #rampurhatcanvas #rampurhat #birbhumcanvas #imanchakraborty #jagannathrathayatraudaipur🚩 #jagannathtemple #jagannathtempledelhi #jayjagannathdp #jagannatha #jagannathswami #bhajanodisha #bhajan_odisha #jagannathdham #jagannathapuri #purijagannath #puri #odisha #odishatourism

5/26/2024, 9:45:17 AM